କୃଷି ଆଇନ ଚିରିଲେ କେଜିରିୱାଲ

କୃଷି ଆଇନ ଚିରିଲେ କେଜିରିୱାଲ

କୃଷି ଆଇନ ଚିରିଲେ କେଜିରିୱାଲ
ନୂଆଦିଲ୍ଲୀ:ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି । ସ୍ୱତନ୍ତ ଅଧ୍ବେଶନ ଡାକି ପ୍ରସ୍ତାବ ପାରିତ କରାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ନୂଆ କୃଷି ଆଇନକୁ ଚିରି ପ୍ରତିବାଦ କରିଛନ୍ତି ଅରବିନ୍ଦ କେଜିରିୱାଲ । ୩ଟି ଯାକ କୃଷି ଆଇନକୁ ଫେରାଇ ନେବାକୁ କେନ୍ଦ୍ର ସରକାରଙ୍କୁ ଆପିଲ କରିଛି ଆମ ଆଦମି ପାର୍ଟି । ଦିଲ୍ଲୀ ସୀମାରେ ଚାଲିଥିବା କୃଷି ଆନେ୍ଦାଳନକୁ ସମର୍ଥନ କରୁଛି ଆପ୍ ସରକାର ।