ଥାନାରେ ମୃତୁ୍ୟ ମାମଲା : ୨ ପୋଲିସ ସସପେଣ୍ଡ

ଥାନାରେ ମୃତୁ୍ୟ ମାମଲା : ୨ ପୋଲିସ ସସପେଣ୍ଡ

ଥାନାରେ ମୃତୁ୍ୟ ମାମଲା : ୨ ପୋଲିସ ସସପେଣ୍ଡ
ଭୁବନେଶ୍ୱର: ବ୍ରହ୍ମପୁର ଗୋଳନ୍ଥରା ଥାନା ଭିତରେ ଅଭିଯୁକ୍ତ ଆତ୍ମହତ୍ୟା ଘଟଣା । ଦକ୍ଷିଣାଂଚଳ ଡିଆଇଜି ଓ ଏସପିଙ୍କ ଘଟଣା ସ୍ଥଳ ପରିଦର୍ଶନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୋଳନ୍ଥରା ଥାନାର ୨ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଏହି ସସପେଣ୍ଡ ଏସପି ପିନାକ ମିଶ୍ର କରିଛନ୍ତି । ଗୋଳନ୍ଥରା ଥାନା ଡିସିଓ ତଥା ଏଏସଆଇ ପି.ସି ଆଚାର୍ଯ୍ୟ ସସ୍ପେଣ୍ଡ ହୋଇଛନ୍ତି । ଗୋଳନ୍ଥରା ଥାନା କନଷ୍ଟେବଳ ସେଂଟ୍ରି ଡି.ପି ଜେନା ସସପେଣ୍ଡ ହୋଇଛନ୍ତି । ଉଭୟଙ୍କୁ ସସପେଣ୍ଡ ସହ ଗୋଳନ୍ଥରା ଆଇଆଇସିଙ୍କୁ ବଦଳି କରାଯାଇଛି । ଗୋପାଳପୁର ଥାନା ଆଇଆଇସି ବିବେକାନନ୍ଦ ମହାନ୍ତି ହେଲେ ଗୋଳନ୍ଥରା ଆଇଆଇସି । ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଟିମ୍ ଗଠନ କରାଯାଇଛି ।