ସଡ଼କ ଦୁର୍ଘଟଣାରେ ୨ ମୃତ

ସଡ଼କ ଦୁର୍ଘଟଣାରେ ୨ ମୃତ

ସଡ଼କ ଦୁର୍ଘଟଣାରେ ୨ ମୃତ
ନବରଙ୍ଗପୁର : ପାପଡ଼ାହାଣ୍ଡି ବ୍ଲକ ବଇଦଲପୁର ଗାଁ ନିକଟରେ ଆଜି ସଡ଼କ ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।ସୂଚନା ଯୋଗ୍ୟ ଯେ ହାଟପଡ଼ା ନିକଟରେ ଜଣେ ଯୁବକ ବାଇକରେ ଆସୁଥିବାବେଳେ ସେହି ବାଟ ଦେଇ ଆସୁଥିବା ଜଣେ ବୁଦ୍ଧାଙ୍କୁ ଧକ୍କା ଦେଇଥିଲେ। ଧକ୍କା ଦୋବାଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ସମେତ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।