ମହାନଦୀ କଥା କହିଲେ ରାଷ୍ଟ୍ରପତି

ମହାନଦୀ କଥା କହିଲେ ରାଷ୍ଟ୍ରପତି

ମହାନଦୀ କଥା କହିଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: : ଗଙ୍ଗା ସହ ଅନ୍ୟ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ନମାମି ଗଙ୍ଗେ ଭଳି ଏଥିପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା ଆରମ୍ଭ ହେବ । ପେରିୟାର ଓ ମହାନଦୀ ଭଳି ନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ସଂସଦର ସେଂଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ସାଂସଦମାନଙ୍କୁ ସମ୍ବୋଧିତ କରିବା ଅବସରରେ ରାଷ୍ଟ୍ରପତି ଏହା ପ୍ରକାଶ କରିଛନ୍ତି ।