ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକୁ ଫୁ!

ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକୁ ଫୁ!

ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକୁ ଫୁ!
ଭୁବନେଶ୍ୱର: ହାତୀ ମୃତୁ୍ୟ ରୋକିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ନିଦେ୍ର୍ଧଶକୁ ଫୁ । ଝୁଲି ରହିଥିବା ବିଦୁ୍ୟତ ତାର ଅପସାରଣ ନେଇ ମୁଖ୍ୟମନ୍ତ୍ରୀ ଦେଇଥିବା ନିଦେ୍ର୍ଧଶକୁ ଅମାନ୍ୟ କରାଯାଇଛି । ୨୦୧୮ ଡିସେମ୍ବର ସୁଦ୍ଧା ତାର ଅପସାରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ସତ୍ତ୍ୱେ ଅନେକ ଜାଗାରେ କାମ ଆରମ୍ଭ ହୋଇନାହିଁ । ଗତ ଆଠ ବର୍ଷରେ ବିଦୁ୍ୟତ ତାର ଲାଗି ୮୯ଟି ହାତୀଙ୍କ ମୃତୁ୍ୟ ଘଟିଛି । ହାତୀ ମୃତୁ୍ୟ ରୋକିବା ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ଉଦବେଗ ପ୍ରକାଶ ପାଇଛି । ଶକ୍ତି, ରେଳ ବିଭାଗ ଅଦôକାରୀଙ୍କ ସହ ବନ ବିଭାଗର ଅଧିକାରୀଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି ।