ଥାନା ସାମ୍ନାରୁ ସାଢେ ୩ ଲକ୍ଷ ଲୁଟ

ଥାନା ସାମ୍ନାରୁ ସାଢେ ୩ ଲକ୍ଷ ଲୁଟ

ଥାନା ସାମ୍ନାରୁ ସାଢେ ୩ ଲକ୍ଷ ଲୁଟ
ଯାଜପୁର: ଥାନା ସାମ୍ନାରେ ଲୁଟ ହେଲା ସାଢେ ୩ ଲକ୍ଷ ଟଙ୍କା ।ଏପରି ଘଟଣା ଯାଜପୁର ଥାନା ଆଗରେ ଘଟିଛ ି । ସୂଚନା ଯୋଗ୍ୟ ଯେ ଶିକ୍ଷକ ଜଣକ ଥାନାକୁ ନିଜ ପାସପୋର୍ଟ କଥା ବୁଝିବାକୁ ଯାଇଥିବା ବେଳେ ଡିକି ଭିତରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ କରିଥିଲେ ଦୁବୃର୍ତ । ବ୍ୟକ୍ତି ଜଣ ଯାଜପୁର ଏସବିଆଇ ଏଟିଏମରୁ ଟଙ୍କା ଉଠାଇ ବାଇକରେ ରଖିଥିଲେ । ତାଙ୍କ ଝିଅ ବାହାଘର ପାଇଁ ଟଙ୍କା ଉଠାଇ ଥିଲେ । ଏ ନେଇ ଥାନାରେ ଏତଲା ଦେଇଛନ୍ତି ।