ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ

ପ୍ରକାଶ ପାଇଲା ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ
ଭୁବନେଶ୍ୱର: ସ୍ୱତନ୍ତ୍ର ଓଜେଇଇ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ଅନୁଯାୟୀ ୧୪୬୨୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୬୨୨ ଜଣଙ୍କୁ ର୍ୟାଙ୍କ ମିଳିଛି । ତେବେ କିଏ କେଉଁ ବିଷୟରେ ଟପ୍ପର ହୋଇଛନ୍ତି ଆସନ୍ତୁ ଜାଣିବା । ବିଟେକ-ରବୀନ୍ଦ୍ର ବେହେରା ଏମବିଏ- ଚନ୍ଦନ ପାତ୍ର ଏମସିଏ- ଅନୀଷ ଅଗ୍ରୱାଲ ବି ଫାର୍ମା- ପ୍ରଦୀପ ସାହୁ ଏମ ଫାର୍ମା- ବିଶ୍ୱାଳ ସିଂ