ପାଚେରୀ ଭୁଶୁଡ଼ି ଛାତ୍ର ମୃତ

ପାଚେରୀ ଭୁଶୁଡ଼ି ଛାତ୍ର ମୃତ

ପାଚେରୀ ଭୁଶୁଡ଼ି ଛାତ୍ର ମୃତ
ବଲାଙ୍ଗୀର: ସ୍କୁଲ ପାଚେରୀ ଭୁଶୁଡ଼ି ଜଣେ ଛାତ୍ରଙ୍କ ମୃତୁ୍ୟ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଟାଉନଥାନା ଟିକରପଡ଼ା ପ୍ରାତମିକ ବିଦ୍ୟାଳୟରେ ଏହି ଅଘଟଣ ଘଟିଛି । କାର୍ତ୍ତିକମାସ ପାଇଁ ସ୍କୁଲ ନିକଟରେ ନାମ ସଂକୀର୍ତ୍ତନ ଚାଲିଥିଲା । ଅନ୍ୟ ଏକ ସ୍କୁଲର ୨ ଜଣ ଛାତ୍ର ପାଚେରୀ ଚଡି ସଂକୀର୍ତ୍ତନ ଦେଖୁଥିଲେ । ଏହି ସମୟରେ ପାଚେରୀଟି ହଠାତ ଭୁଶୁଡ଼ି ପଡ଼ିବାରୁ ଜଣକର ମୃତୁ୍ୟ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।