୭ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା

୭ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା

୭ ଜିଲ୍ଲାକୁ ବଜ୍ରପାତ ସତର୍କ ସୂଚନା
ଭୁବନେଶ୍ୱର: ୭ଟି ଜିଲ୍ଲାରେ ଧୂଳିଝଡ, ବର୍ଷା ଓ ବଜ୍ରପାତ ସମ୍ଭାବନା ନେଇ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂଆପଡା, ବଲାଙ୍ଗୀର, କେନ୍ଦୁଝର, ରାୟଗଡା, ଗଜପତି, ନୟାଗଡ ଓ ଗଞ୍ଜାମ ପାଇଁ ସତର୍କ ସୂଚନା । ୭ଟି ଜିଲ୍ଲାରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ସହ ଘଂଟାକୁ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ରାତି ୮.୩୦ ମଧ୍ୟରେ ସତର୍କ ରହିବାକୁ ପାଣିପାଗ କେନ୍ଦ୍ରର ପରାମର୍ଶ ।