ବିଧାୟକ ରମେଶ ଜେନାଙ୍କ ବିରୋଧରେ ମାମଲା

ବିଧାୟକ ରମେଶ ଜେନାଙ୍କ ବିରୋଧରେ ମାମଲା

ବିଧାୟକ ରମେଶ ଜେନାଙ୍କ ବିରୋଧରେ ମାମଲା
ଭୁବନେଶ୍ୱର: ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିରୋଧରେ ଓଡିଶା ହାଇକୋଟରେ ନିର୍ବାଚନୀ ମାମଲା ରୁଜୁ ହୋଇଛି । ବିଧାୟକଙ୍କ ବିରୋଧରେ ବିଜେଡି ପରାଜିତ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବା ନନ୍ଦିନୀ ଦେବୀ ଏହି ମାମଲା ଦାଏର କରିଛନ୍ତି । ଆବେଦନକାରୀ ଅଭିଯୋଗ କରିଛନ୍ତି, ବିଧାୟକ ତାଙ୍କ ପ୍ରାର୍ଥୀପତ୍ର ଦାଖଲ ବେଳେ ଯେଉଁ ସତ୍ୟପାଠ ଦେଇଛନ୍ତି; ସେଥିରେ ନିଜର ମାମଲା ନେଇ ଗଣମାଧ୍ୟମରେ ଜଣାଇନହାନ୍ତି । ନିର୍ବାଚନ କମିଶନଙ୍କ ଗାଇଡଲାଇନ ମାନି ନଥିବା ଅଭିଯୋଗ ହୋଇଛି । ତେଣୁ ଏହି ନିର୍ବାଚନକୁ ଅଦାଲତ ଅସିଦ୍ଧ ଘୋଷଣା କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।