ଓଡିଶା ସୀମାନ୍ତରେ ନିର୍ବାଚନ କରାଇ ନଦେବାକୁ ଏକାଠି ହେଲେ ୩ ଦଳର ନେତା

ଓଡିଶା ସୀମାନ୍ତରେ ନିର୍ବାଚନ କରାଇ ନଦେବାକୁ ଏକାଠି ହେଲେ ୩ ଦଳର ନେତା

 ଓଡିଶା ସୀମାନ୍ତରେ ନିର୍ବାଚନ କରାଇ ନଦେବାକୁ ଏକାଠି ହେଲେ ୩ ଦଳର ନେତା
ଭୁବନେଶ୍ୱର: ଓଡିଶା ସୀମାନ୍ତରେ ଆନ୍ଧ୍ରର ପଂଚାୟତ ନିର୍ବାଚନ ଉଦ୍ୟମ ପ୍ରସଙ୍ଗ । ସୀମାନ୍ତରେ ନିର୍ବାଚନ କରାଇ ନଦେବାକୁ ଏକାଠି ହେଲେ ୩ ଦଳର ନେତା । ବିଜେଡି ବିଧାୟକ ପ୍ରୀତମ ପାଢୀ ଓ ରଘୁରାମ ପୋଡାଲ ଉପସ୍ଥିତ ରହିଛନ୍ତି । କଂଗ୍ରେସରୁ ତାରା ବାହିନୀପତି, ବିଜେପିରୁ ଜୟରାମ ପାଙ୍ଗି ବି ଉପସ୍ଥିତ ରହିଛନ୍ତି । ସୀମାନ୍ତବାସୀଙ୍କୁ ସଚେତନ କରାଇବାକୁ ସର୍ବଦଳୀୟ ପକ୍ଷରୁ ଉଦ୍ୟମ ଜାରି ରହିଛି । ଆନ୍ଧ୍ର ସରକାର କିଛି ତଳେ କୋଟିଆ ଠାରୁ ଆରମ୍ଭ କରି ସୀମାନ୍ତର କିଛି ସ୍ଥାନରେ ନିର୍ବାଚନ କରାଇଥିଲା । ସୀମାନ୍ତରେ ଥିବା ଅଧିବାସୀ ମାନେ ଆନ୍ଧ୍ର ସରକାର ପାଇଁ ମତଦାନ କରିଥିଲେ । କୋଟିଆକୁ ଓଡିଶା ଠାରୁ ନେଇଯିବାକୁ ଆନ୍ଧ୍ର ସବୁବେଳେ ଲାଗିଛି । ଏଥିପାଇଁ ମଧ୍ୟ ସୁପ୍ରିମକୋର୍ଟ ମକଦମା ଚାଲିଛି ।