ଜମି ନାଁରେ ୭ କୋଟି ଠକେଇ : ୩ ଗିରଫ

ଜମି ନାଁରେ ୭ କୋଟି ଠକେଇ : ୩ ଗିରଫ

 ଜମି ନାଁରେ ୭ କୋଟି ଠକେଇ : ୩ ଗିରଫ
ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରରେ ଜମି ଦେବା ନାଁରେ ୭ କୋଟି ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି । ମାମଲାରେ ୩ ଜଣଙ୍କୁ କ୍ରାଇମବଂଚ ଗିରଫ କରିଛି । ଆନ୍ଧ୍ର ବ୍ୟାଙ୍କ ପୂର୍ବତନ ମ୍ୟାନେଜର ପ୍ରଫୁଲ ଷଡଙ୍ଗୀ ଗିରଫ ହୋଇଛନ୍ତି । ସେହିପରି ହିନ୍ଦୁସ୍ତାନ ଡେଭଲପର ସଂସ୍ଥାର ନିର୍ଦ୍ଦେଶକ ମନୋଜ ମହାପାତ୍ରଙ୍କୁ ଗିରଫ କରାଯାଇଛି । ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅମ୍ବିକା ପ୍ରସାଦ ମହାନ୍ତି ମଧ୍ୟ ଗିରଫ କରାଯାଇଛି । ମଦନପୁର ଜମି ଦେବାକୁ କହି ୧୬୦ ଜଣ ବ୍ୟାଙ୍କ କର୍ମଚାରୀଙ୍କୁ ଠକିଥିଲେ ।