ରାହୁଲ ଗାନ୍ଧୀଙ୍କୁ ସମର୍ଥନରେ ପ୍ରଦେଶ କଂଗ୍ରେସ କମିଟିର ମୌନ ସତ୍ୟାଗ୍ରହ
କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀ ଯେଉଁଭଳି ନିର୍ଭୀକ ଭାବରେ ଲଗାତର ମୋଦି-ଆଦାନୀଙ୍କ ସଂପର୍କକୁ ନେଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି, ଯଦ୍ୱାରା କି ମୋଦି-ଆଦାନୀ ସଂପର୍କର ସମସ୍ତ ଖୁଲାସା ଆଜି ହୋଇପାରିଛି । ତାଙ୍କର ଏହି ନିର୍ଭୀକତା ଓ ଦୁଃସାହସିକତା ପାଇଁ ପ୍ରଧାନମବୀ ନରେନ୍ଦ୍ର ମୋଦି ଏବଂ ବିଜେପି ଦଳ ଭୟଭୀତ ହୋଇ ଷଡ଼ଯବ ରଚନା କରିଚାଲିଛନ୍ତି । ବିଚାରାଳୟ ଦ୍ୱାରା ମାନହାନୀ ମୋକଦ୍ଦମାରେ ଦଣ୍ଡିତ କରାଇବା ଏବଂ ସେହି ଆଧାରରେ ତାଙ୍କ ସାଂସଦ ପଦକୁ ରଦ୍ଦ କରିଛନ୍ତି । ଏ ସମସ୍ତ ବାଧାବିଘ୍ନ ସତ୍ୱେ, ରାହୁଲ ଗାନ୍ଧୀ ଅଧିକ ସାହାସର ଶହ ମୋଦି ଏବଂ ତାଙ୍କ ସରକାରର କ୍ଷମତାର ଅପପ୍ରୟୋଗ ବିରୁଦ୍ଧରେ ଏବଂ ସତ୍ୟ, ନ୍ୟାୟ ଓ ଗଣତବର ସୁରକ୍ଷା ପାଇଁ ତାଙ୍କର ଯାତ୍ରା ଜାରି ରଖିଛନ୍ତି ।
ଶ୍ରୀ ରାହୁଲ ଗାନ୍ଧୀଙ୍କୁ ସମର୍ଥନ ଜଣାଇବା ଉଦ୍ଦେଶ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକଠାରେ “ମୌନ ସତ୍ୟାଗ୍ରହ” ଅନୁଷ୍ଠିତ ହୋଇଯାଇଛି । ଏହି “ମୌନ ସତ୍ୟାଗ୍ରହ” ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପ...ନାୟକଙ୍କ ନେତୃତ୍ୱରେ ସକାଳ ୧୦ଟା ରୁ ଅପରାହ୍ନ ୫ଘଂଟା ପର୍ଯ୍ୟନ୍ତ ଚାଲିଥିଲା ଏବଂ ସମସ୍ତେ ମୁହଁରେ କଳା ପଟି ବାନ୍ଧି ମୌନ ପ୍ରତିବାଦ ଜଣାଇଥିଲେ । ଏଥିରେ କଂଗ୍ରେସ ପ୍ରଭାରୀ ଡ. ଏ ଚେଲ୍ଲା କୁମାର ଉପସ୍ଥିତ ରହି କଂଗ୍ରେସ ନେତୃବନ୍ଦ ଓ କର୍ମୀମାନଙ୍କ ମନୋବଳକୁ ଆହୁରି ବଢ଼ାଇଥିଲେ । କାର୍ଯ୍ୟକ୍ରମ ଶେଷରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା ହଜାର ହଜାର କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ସଭାପତି ଶ୍ରୀ ପ...ନାୟକ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ ଯେ କର୍ମୀ ମାନଙ୍କର ସହଯୋଗ କଂଗ୍ରେସର ଶକ୍ତି ।
ଆଗାମୀ ଦିନରେ ଆପଣମାନଙ୍କର ସହଯୋଗ କଂଗ୍ରେସକୁ ଆହୁରି ଶକ୍ତିଶାଳୀ କରିବ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପ...ନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଗଣେଶ୍ୱର ବେହେରା, ଶିବାନନ୍ଦ ରାୟ, ବିଜୟ ପ...ନାୟକ, ଅଧିରାଜ ମୋହନ ପାଣିଗ୍ରାହୀ, ରମେଶ ଜେନା, ଦାଶରଥି ଗମାଙ୍ଗୋ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମାନସ ଚୌଧୁରୀ, ଶୁଭେନ୍ଦୁ ମହାନ୍ତି, ଯଜେ୍ଞଶ୍ୱର ବାବୁ, ବିଶ୍ୱଜିତ ଦାଶ, ଜାନକୀ ବଲ୍ଲଭ ପ...ନାୟକ, ବିଧୁଭୂଷଣ ତ୍ରିପାଠୀ, ବିଭୁତି ମିଶ୍ର, ସୁରେଶ ମହାପାତ୍ର, ସ୍ମୃତି ରଞ୍ଜନ ଲେଙ୍କା, ବନ୍ଦିତା ପରିଡ଼ା, ୟାସିର ନୱାଜ, ଅମିୟ ପ...ନାୟକ, ରବିନ୍ଦ୍ର କୁମାର ମଲ୍ଲିକ, ଦେବାଶିଷ ପ...ନାୟକ, କିଶୋର ଜେନା, ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ, ବିଜୟଲକ୍ଷ୍ମୀ ସାହୁ, ସସ୍ମିତା ବେହେରା, ଅକ୍ଷୟ ଆଚାର୍ଯ୍ୟ, ନିମାଇଁ ସରକାର, ଭୁଜବଳ ମାଝୀ, ଲଲାଟେନ୍ଦୁ ମହାପାତ୍ର, ନକୁଳ ନାକୟ, ସମୀର କୁମାର ରାଉତରାୟ, ରବିନ୍ଦ୍ର କୁମାର ସେଠୀ, ଲଲାଟେନ୍ଦୁ ଦାଶ, ନଟବର ବାରିକ, ପ୍ରଦୀପ ସ୍ୱାଇଁ, ସୁଦର୍ଶନ ଦାସ, ମାନସ ଆଚାର୍ଯ୍ୟ, ଅଭିଷେକ ମହାନନ୍ଦ, ନିଶିକାନ୍ତ ମିଶ୍ର, ଶ୍ରୀନିବାସ ରାଉତରାୟ, ନରୋତମ ନାୟକ, ବିଶ୍ୱରଞ୍ଜନ ମହାନ୍ତି, ଜୟରାମ ପ...ନାୟକ, କୁମାର ଶ୍ରୀ ଚିରଞ୍ଜିବ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ନିରୁପମା ପାତ୍ର, ପୃଥିବୀ ବଲ୍ଲଭ ପ...ନାୟକ, ମନୋରଞ୍ଜନ ତ୍ରିପାଠୀ, ସୁବ୍ରତ ମହାପାତ୍ର, ଅଶୋକ ଦାସ, ଆଲୋକ ଲେଙ୍କା, ମନୋଜ ରାଉତ, ଜିଆଉଲ ହକ, ବାଙ୍କନିଧି ବେହେରା, ବିସ୍ମୟ ମହାପାତ୍ର, ଅଜୟନ୍ତୀ ପ୍ରଧାନ, ପ୍ରଣତି ମିଶ୍ର, ଜୟନ୍ତ ମହାନ୍ତି, ମିନାକ୍ଷୀ ବାହିନୀପତି, ରଜନୀ ମହାନ୍ତି, ପ୍ରକାଶ ଜେନା, ସୁରେନ୍ଦ୍ର ସିଂ ଭୋଇ, ପ୍ରକାଶ ମିଶ୍ର, ହଳଧର ସେଠୀ, ଯୋଗୀନାଥ ବାହୁବଳେନ୍ଦ୍ର, ତରୁଣ ମିଶ୍ର, ସଂଜୟ ତ୍ରିପାଠୀ, ସୁଶାନ୍ତ ତ୍ରିପାଠୀ, ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ସୁନିଲ ଦାସ, ବଟକୃ୩⁄୪ ରାଉତରାୟ, ଶ୍ରିୟାସ୍ମିତା ପଣ୍ଡା, ରଣଜିତ ପାତ୍ର,ବିଂରଚି ନାୟକ, ମୋହନ ଜେନା, ଭାରତ ଭୂଷଣ ବେମାଲ, ବିଶ୍ୱକଲ୍ୟାଣୀ କର, ନିରୁପମା ବଳିଆର ସିଂ, ମନୋଜ ସାହୁ, ବେଣୁଧର ଭୋଇ, ଜିତେନ୍ଦ୍ର ପଣ୍ଡା, ଅଜୟ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।