ଧନ ବୃଦ୍ଧି କରେ ସୂର୍ଯ୍ୟ ଯନ୍ତ୍ର

ଧନ ବୃଦ୍ଧି କରେ ସୂର୍ଯ୍ୟ ଯନ୍ତ୍ର

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସୂର୍ଯ୍ୟଯନ୍ତ୍ର ଲଗାଇବା ଖୁବ୍‌ ଶୁଭ । ମାତ୍ର ଏହାକୁ ରଖିବାକୁ ହେଲେ କିଛି ନିୟମ ମାନିବାକୁ ପଡିବ । ବାସ୍ତୁ କୁହେ ଏହାକୁ ଘରର ପୂର୍ବ ଦିଗରେ ତମ୍ବା ନିର୍ମିତ ସୂର୍ଯ୍ୟଯନ୍ତ୍ର ଲଗାନ୍ତୁ । ଏହାକୁ ଘରର କବାଟ କିମ୍ବା ଛରକାରେ ଲଗାନ୍ତୁ । ଘରର ଐଶାନ୍ୟ କୋଣରେ ଲଗାଇଲେ ଶୁଭ । ଲିଭିଂ ରୁମ୍‌ରେ ଏହାକୁ ଲଗାଇବା ଦ୍ୱାରା ସୁଖଶାନ୍ତି ମିଳିଥାଏ । ଏହି ଯନ୍ତ୍ରରେ କେବେ ଧୂଳି ଜମିବାକୁ ଦିଅନ୍ତୁ ନାହିଁ । ଅଫିସରେ ଏହାକୁ ଲଗାଇବା ଉନ୍ନତି ଆଣେ । ଏଥିସହ ଘରେ ସୂର୍ଯ୍ୟଯନ୍ତ୍ର ଲଗାଇଲେ ଗୃହକ୍ଲେଶ ଦୂର ହୋଇ ମାନ ସମ୍ମାନ ବୃଦ୍ଧି ପାଏ ।