୯ ପ୍ରାର୍ଥୀ ଘୋଷଣା କଲା ବିଜେଡି

୯ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୧୧ା୪/ଏନ୍ଏନ୍ଏସ୍: ଗୁରୁବାର ବିଜେଡି ପକ୍ଷରୁ ପୁଣି ୯ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ କେଉଁ ବିଧାନସଭା ଆସନ ପାଇଁ କାହାକୁ ଟିକେଟ ମିଳିଲା ଜାଣନ୍ତୁ
ଲକ୍ଷ୍ମୀପୁର-ପ୍ରଭୁ ଜାନୀ
ପାରାଦୀପ- ଗୀତାଞ୍ଜଳି ରାଉତରାୟ
ସମ୍ବଲପୁର-ପ୍ରସନ୍ନ ଆଚାର୍ଯ୍ୟ
ରେଢାଖୋଲ-ରୋହିତ ପୂଜାରୀ
ତେଲକୋଇ-ମାଧବ ସର୍ଦ୍ଧାର
ତାଳଚେର-ବ୍ରଜ ପ୍ରଧାନ
ନର୍ଲା-ମନୋରମା ମହାନ୍ତି
ବାଲିଗୁଡ଼ା-ଚକ୍ରମଣି କହଁର
ଭୁବନେଶ୍ୱର ମଧ୍ୟ-ଅନନ୍ତନାରାୟଣ ଜେନା