ସୀମ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳ କଟକରେ ପହଁଚିଲା ଭୁବନେଶ୍ୱର ସ୍ପେଶାଲ ସ୍କୁଆଡ଼।ସାଇଣ୍ଟିଫିକ ଟିମ

ସୀମ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳ କଟକରେ ପହଁଚିଲା ଭୁବନେଶ୍ୱର ସ୍ପେଶାଲ ସ୍କୁଆଡ଼।ସାଇଣ୍ଟିଫିକ ଟିମ

କଟକ: ସୀମ ବକ୍ସ ମାମଲାରେ ଅଭିଯୁକ୍ତ ରାଜୁ ମଣ୍ଡଳ କୁ ଧରି କଟକରେ ପହଁଚିଲା ଭୁବନେଶ୍ୱର ସ୍ପେଶାଲ ସ୍କୁଆଡ଼।ସାଇଣ୍ଟିଫିକ ଟିମ । ମଧୁପାଟଣା ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗର ର ଏକ ଘର ଉପରେ ଚାଲିଛି ଚଢ଼ାଉ ଓ ଯାଞ୍ଚ।   କଟକ ରାଜେନ୍ଦ୍ର ନଗର ରୁ ମିଳିଲା ଆଉ 5ଟି ସୀମ ବକ୍ସ।  6 ମାସ ଧରି ଏହି ଘରେ ଅପରେଟ ହଉଥିଲା  । 500 ରୁ ଉର୍ଦ୍ଧ୍ବ ସୀମ ରହିଛ । 4 ରୁ ଉର୍ଦ୍ଧ୍ବ  ରାଉଟର ମିଳିଛି।  ତେବ ଭୁବନେଶ୍ବର ପରେ କଟକ ରେ ଏହି ଲିଙ୍କ ମଧ୍ୟ ରହିଛି।