ଅଗ୍ନିବେଶ ଅଗ୍ରୱାଲ ଟିଏସପିଏଲର ନୂଆ ଅଧ୍ୟକ୍ଷ

ଅଗ୍ନିବେଶ ଅଗ୍ରୱାଲ ଟିଏସପିଏଲର ନୂଆ ଅଧ୍ୟକ୍ଷ

ଅଗ୍ନିବେଶ ଅଗ୍ରୱାଲ ଟିଏସପିଏଲର ନୂଆ ଅଧ୍ୟକ୍ଷ
ନୂଆଦିଲ୍ଲୀ: ବେଦାନ୍ତ ଲିମିଟେଡର ସହଯୋଗୀ ସଂସ୍ଥା ଟିଏସପିଏଲ( ତାଲୱାଣ୍ଡି ସବୋ ପାୱାର ଲିମିଟେଡ)ର ନିଦେ୍ର୍ଧଶକ ମଣ୍ଡଳୀ ଏହାର ଅଧ୍ୟକ୍ଷ ଭାବେ ଅଗ୍ନିବେଶ ଅଗ୍ରୱାଲଙ୍କୁ ନିଯୁକ୍ତି ଦେଇଛନ୍ତି । ଏହାଦ୍ୱାରା କମ୍ପାନୀର କାର୍ଯ୍ୟକାରୀ ଦକ୍ଷତା ବୃଦ୍ଧି ପାଇବା ସହ ନିବେଶକାରୀଙ୍କ ସ୍ୱାର୍ଥ ସୁରକ୍ଷିତ ରହିପାରିବ । ଟିଏସପିଏଲର ପଞ୍ଜାମ ତାଲୱାଣ୍ଡିଠାରେ ୧୯୮୦ ମେଗାୱାଟ କୋଇଲାଭିତିକ ତାପଜ ବିଦୁ୍ୟତ କେନ୍ଦ୍ର ରହିଛି । ଅଗ୍ନିବେଶ ଅଗ୍ରୱାଲା ପୂର୍ବରୁ ବେଦାନ୍ତ ରିସୋସାର ଫୁଜୟାରା ସୁନା ଏଫଜେଡସିର ପରିଚାଳନା ତଥା ନିଦେ୍ର୍ଧଶକ ରହିଥିଲେ ।