ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଅନନ୍ତ ନାରାୟଣ ଜେନାଙ୍କୁ କରୋନା

ଅନନ୍ତ ନାରାୟଣ ଜେନାଙ୍କୁ କରୋନା
ଭୁବନେଶ୍ୱର : କରୋନାରେ ସଂକ୍ରମିତ ହୋଇଛନ୍ତି ଆଉଜଣେ ରାଜନେତା । ଆଜି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କରୋନାରେ ସଂକ୍ରମିତ ହୋଇଛନ୍ତି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଟ୍ୱିଟ୍ କରି ନିଜେ ଅନନ୍ତ ସୂଚନା ଦେଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଅନନ୍ତ ହୋମ କ୍ୱାରେଣ୍ଟିନରେ ରହିଛନ୍ତି । ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ପରୀକ୍ଷା କରାଇବା ସହିତ ଆଇସୋଲେସନରେ ରହିବା ପାଇଁ ଅନନ୍ତ ପରାମର୍ଶ ଦେଇଛନ୍ତି ।