ଗଣେଷ ପୂଜା ସମ୍ପର୍କରେ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ : ହାଇକୋର୍ଟ

ଗଣେଷ ପୂଜା ସମ୍ପର୍କରେ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ : ହାଇକୋର୍ଟ

ଗଣେଷ ପୂଜା ସମ୍ପର୍କରେ ନିଷ୍ପତ୍ତି ନେବେ ସ୍ଥାନୀୟ ପ୍ରଶାସନ : ହାଇକୋର୍ଟ
ଭୁବନେଶ୍ୱର : ଟ୍ୱିନ୍ ସିଟିରେ ଗଣେଷ ପୂଜାକୁ ନେଇ ଦାଖଲ କରାଯାଇଥିବା ଜନସ୍ୱାର୍ଥ ମାମଲାର ରାୟ ଘୋଷଣା କରିଛନ୍ତି ମାନ୍ୟବର ଓଡିଶା ହାଇକୋର୍ଟ । ସ୍ଥାନୀୟ ପ୍ରଶାସନ ଗଣେଷ ପୂଜା ସମ୍ପର୍କିିତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ସଙ୍କଟ କାରଣରୁ ଏକାଧିକ ଜିଲ୍ଲାରେ ଗଣେଷ ପୂଜା ବନ୍ଦ ରଖାଯିବାର ନିଷ୍ପତ୍ତି ନିଆଯାଇଛି ।