ଅଯୋଧ୍ୟା ରାୟ ପୂର୍ବରୁ ଶାହା ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଅଯୋଧ୍ୟା ରାୟ ପୂର୍ବରୁ ଶାହା ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଅଯୋଧ୍ୟା ରାୟ ପୂର୍ବରୁ ଶାହା ଡାକିଲେ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ:ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅଯୋଧ୍ୟା ରାୟ ପୂର୍ବରୁ ବୈଠକ ଡାକିଲେ କେନ୍ଦ୍ର ଗୃହମନ୍ତ୍ରୀ । ଦିଲ୍ଲୀରେ ଥିବା ଅମିତ ଶାହାଙ୍କ ବାସଭବନରେ ଏହି ଜରୁରୀ ବୈଠକ ବସିବ । ଏନଏସଏ ଅଜିତ ଡୋଭାଲ, ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର ଉପସ୍ଥିତ ରହିବେ । ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ସାମିଲ ହେବେ ।