ଅଷ୍ଟମ ବାର୍ଷିକୀ ବ୍ଲୁ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅଷ୍ଟମ ବାର୍ଷିକୀ ବ୍ଲୁ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅଷ୍ଟମ ବାର୍ଷିକୀ ବ୍ଲୁ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ପଦ୍ମପୁର: ପାଇକମାଳ ବ୍ଲକ ଅଧିନସ୍ଥ ସାପଲହର ଗ୍ରାମ ର ଖେଳପଡିଆ ଠାରେ ଆଜିଠାରୁ ଦିର୍ଘ ୫ ଦିନ ବ୍ୟାପି ହୋଇଥିବା ବ୍ଲୁ ଡାଇମଣ୍ଡ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛିା ଉକ୍ତ ଉତ୍ସବ ରେ ବାଦିକଟା ପଂଚାୟତ ର ଜଣାଶୁଣା ସମାଜସେବୀ ତଥା ପଂଚାୟତ ସ୍ତରୀୟ ବିଜୁଜନତା ଦଳ ର ସଭାପତି ଶ୍ରୀମାନ ଖିତି ସାହୁ ମୁଖ୍ୟ ଅତିଥିଭାବେ ଯୋଗଦାନ କରି କ୍ରିଡା ଉତ୍ସବ କୁ ଉଦଘାଟନ କରିଥିଲେ। ଖେଲାଳୀ ମାନଙ୍କୁ ସାହାସ ଯୋଗାଇ ଥିଲେ ା ଆସନ୍ତା ୨୨ ତାରିଖ ରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟସରକାର ଙ୍କ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଉତଯାପନୀ ଉତ୍ସବ ରେ ପାଇକାଲ ବ୍ଲକ ଅଧ୍ୟକ୍ଷ ଅଲତାପ ମହମ୍ମଦ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ା ଉକ୍ତ ଉଦଘାଟନୀ ଉତ୍ସବ ରେ ଗ୍ରାମ ର ଅଲେକ ପ୍ରଧାନ,ଜୟନ୍ତ ମେହେର,ଉତ୍ତମ ରଣା ପ୍ରମୁଖ ଙ୍କ ଉପସ୍ଥିତି ରେ ସତିଭଟା ର ଭଗତ ସିଂ କ୍ରିକେଟ କ୍ଲବ ଓ ବରଭଟା ର ବିନ୍ଧ୍ୟବାସିନୀ କ୍ରିକେଟ ଟିମ ବରଭଟା ମଧ୍ୟରେ ଘମାଘୋଟ ଖେଳ ଆରମ୍ଭ ହୋଇଯାଇଛା ା