ଏନଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର

ଏନଆଇଟି ଛାତ୍ରଙ୍କ ମୃତଦେହ ଉଦ୍ଧାର

ଏନଆଇଟି  ଛାତ୍ରଙ୍କ  ମୃତଦେହ ଉଦ୍ଧାର
ରାଉଲକେଲା : ଏନଆଇଟି କଲେଜ ହଷ୍ଟେଲ ବାରଣ୍ଡାରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନଆଇଟିର ଏମ.ସ୍ୱାମୀନାଥମ ହଷ୍ଟେଲ ବାରଣ୍ଡାରୁ ଉଦ୍ଧାର ହୋଇଛି । ମୃତକ ଛାତ୍ର ଜଣଙ୍କ ଘର ଭୁବନେଶ୍ୱର ହୋଇଥିବା ଜଣାପଡିଛି । ଛାତ୍ର ଜଣକ ଏନଆଇଟିର ଦ୍ୱିତୀୟ ବର୍ଷର ବିଜ୍ଞାନ ଛାତ୍ର ଥିଲେ । ମୃତୁ୍ୟର କୌଣସି କାରଣ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।