ଏମସିଏଲଆର କମାଇଲା ଆହ୍ଲାହାବାଦ ବ୍ୟାଙ୍କ

ଏମସିଏଲଆର କମାଇଲା ଆହ୍ଲାହାବାଦ ବ୍ୟାଙ୍କ

ଏମସିଏଲଆର କମାଇଲା ଆହ୍ଲାହାବାଦ ବ୍ୟାଙ୍କ
ଭୁବନେଶ୍ୱର: ରାଷ୍ଟ୍ରାୟତ ଆଲ୍ଲାହାବାଦ ବ୍ୟାଙ୍କ ବିଭିନ୍ନ ଅବଧି ବିଶିଷ୍ଟ ଏହାର ଏମସିଏଲଆରରେ ହ୍ରାସ ଘୋଷଣା କରିଛି । ବ୍ୟାଙ୍କ ଏହାର ୧ ବର୍ଷିଆ ଏମସିଏଲଆର ସୁଧହାରରେ ୫ ବେସିସ ପଏଂଟ ହ୍ରାସ ଘଟାଇ ୮.୬୫% ରୁ ୮.୬୦% ରେ ସ୍ଥିର ରଖିଛି । ବ୍ୟାଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ଏଭଳି ପଦକ୍ଷେପ ଫଳରେ ଗୃହ,କାର, ରିଟେଲ, ଏମଏସଏମଇ ଏବଂ କୃଷି ଋଣ ଶସ୍ତା ହେବ ।