କଂଗ୍ରେସର ପ୍ରତିଷ୍ଠା ଦିବସ, ଭୁବନେଶ୍ୱରରେ ପତ୍ତାକା ଉତ୍ତୋଳନ କଲେ ପିସିସି ସଭାପତି

କଂଗ୍ରେସର ପ୍ରତିଷ୍ଠା ଦିବସ, ଭୁବନେଶ୍ୱରରେ ପତ୍ତାକା ଉତ୍ତୋଳନ କଲେ ପିସିସି ସଭାପତି

କଂଗ୍ରେସର ପ୍ରତିଷ୍ଠା ଦିବସ, ଭୁବନେଶ୍ୱରରେ ପତ୍ତାକା ଉତ୍ତୋଳନ କଲେ ପିସିସି ସଭାପତି
ଭୁବନେଶ୍ୱର - ଆଜି ସାରା ଭାରତ ବର୍ଷରେ ପାଳିତ ହୋଇଯାଇଛି କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ । ରାଜ୍ୟ କାଯ୍ୟାଳୟ କଂଗ୍ରେସ ଭବନରେ ପ୍ରତିଷ୍ଠା ଦିବସରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପତାକା ଉତ୍ତୋଳନ କରି କାଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁର ରାଉତରାଏ, ନରସିଂହ ମିଶ୍ର ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୈାଧୁରୀ ପ୍ରମୁଖ ଯୋଗଦେଇଥିଲେ ।