କମିଲା କର୍ପୋରେଟ୍ ଟ୍ୟାକ୍ସ

କମିଲା କର୍ପୋରେଟ୍ ଟ୍ୟାକ୍ସ

କମିଲା କର୍ପୋରେଟ୍ ଟ୍ୟାକ୍ସ
ନୂଆଦିଲ୍ଲୀ:କର୍ପୋରେଟ ଟ୍ୟାକ୍ସ ନେଇ ଅର୍ଥମନ୍ତ୍ରୀ ସୀତାରମଣ ବଡ ଘୋଷଣା କରିଛନ୍ତି । କର୍ପୋରଟ୍ ଟ୍ୟାକ୍ସ କମ୍ କରିବା ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ମିନିମମ୍ ଅଲଟରନେଟିଭ୍ ଟ୍ୟାକ୍ସ ୧୮.୫%ରୁ ୧୫% କୁ ହ୍ରାସ ପାଇଛି । କମ୍ପାନୀଗୁଡିକ ସରଚାର୍ଜ ଓ ସେସ୍ ସହ ୨୫.୧୭% ଟିକସ ଦେବେ । ନୂଆ ଘରୋଇ କମ୍ପାନୀକୁ ଆକୃ୍େଟ କରିବା ପାଇଁ ପ୍ରତିଶ୍ରୁତି ରଖିଲେ । ୨୦୧୯-୨୦ ଆର୍ଥିକ ବର୍ଷରୁ ଘରୋଇ କମ୍ପାନୀ ୨୨% ଆୟକର ଦେବେ । ୨୨% ଆୟକର ଦେଉଥିବା କମ୍ପାନୀକୁ ଅନ୍ୟ ଟିକଯ ଛାଡ ସୁବିଧା ମିଳିବନି । ସୀତାରମଣଙ୍କ ଘୋଷଣା ପରେ ସେନସେକ୍ସ ବଢି ଚାଲିଛି । ମାତ୍ର ୧୦ ମିନିଟ୍ ମଧ୍ୟରେ ସେନସେକ୍ସ ୧୨୭୬ ପଏଂଟ ବୃଦ୍ଧି ପାଇଛି ।