କରୋନା ଅପଡେଟ୍ : ଦେଶରେ ଏବେ ୨ ଲକ୍ଷ ୩୧ ହଜାର କରୋନା ସଂକ୍ରମିତ

କରୋନା ଅପଡେଟ୍ : ଦେଶରେ ଏବେ ୨ ଲକ୍ଷ ୩୧ ହଜାର କରୋନା ସଂକ୍ରମିତ

କରୋନା ଅପଡେଟ୍ : ଦେଶରେ ଏବେ ୨ ଲକ୍ଷ ୩୧ ହଜାର କରୋନା ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ ଏବେ ୨ ଲକ୍ଷ ୩୧ ହଜାର ୩୬ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିପରି ୯୯ ଲକ୍ଷ ୭୫ ହଜାର ୯୫୮ ଜଣ ସୁସ୍ଥ ହୋଇଥିବାବେଳେ ୧ ଲକ୍ଷ ୪୯ ହଜାର ୮୫୦ ଜଣ ମୃତୁ୍ୟବରଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । ତଥ୍ୟ ଅନୁଯାୟୀ, ଆନ୍ଧ୍ରପ୍ରଦେଶରେ ୩୦୭୦, ଆସାମରେ ୩୧୨୦, ବିହାରରେ ୪୪୭୩, ଛତିଶଗଡ଼ରେ ୯୯୮୦, ଦିଲ୍ଲୀରେ ୫୦୪୪, ଗୋଆରେ ୯୦୧, ଗୁଜୁରାଟରେ ୯୨୫୦, ହରିୟାଣାରେ ୨୮୯୦, ହିମାଚଳ ପ୍ରଦେଶରେ ୧୮୩୦, ଜାମ୍ମୁକାଶ୍ମୀରରେ ୨୯୭୫, କର୍ଣ୍ଣାଟକରେ ୧୦୯୧୨, କେରଳରେ ୬୫୪୬୭, ମଧ୍ୟପ୍ରଦେଶରେ ୮୮୫୨, ମହାରାଷ୍ଟ୍ରରେ ୫୫୪୭୧, ଓଡ଼ିଶାରେ ୨୨୧୭, ପଞ୍ଜାବରେ ୩୩୬୧, ରାଜସ୍ଥାନରେ ୮୪୯୧, ତାମିଲନାଡ଼ୁରେ ୮୧୨୭, ତେଲେଙ୍ଗାନାରେ ୫୧୦୬, ଉତରାଖଣ୍ଡରେ ୪୩୭୬, ଉତରପ୍ରଦେଶରେ ୧୨୮୫୮ ଓ ପଶ୍ଚିମବଙ୍ଗରେ ୧୦୪୪୬ ଜଣ ଚିକିତ୍ସିତ ହେଉଛନ୍ତି ।