କେଉଁ ଜିଲ୍ଲାରେ କେତେ ପାସ ହାର

କେଉଁ ଜିଲ୍ଲାରେ କେତେ ପାସ ହାର

ଭୁବନେଶ୍ୱର: ବୁଧବାର ପ୍ରକାଶ ପାଇଛି ବହୁ ପ୍ରତୀକ୍ଷିତ ମାଟ୍ରିକ ପରୀକ୍ଷା ଫଳ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି । ତେବେ କେଉଁ ଜିଲ୍ଲାରେ ନିୟମିତ ପରୀକ୍ଷାର୍ଥୀଙ୍କ ପାସ ହାର କେତେ ଅଛି ସେ ସମ୍ପର୍କରେ ଜାଣନ୍ତୁ । କଟକ-୮୪.୪୫ ଜଗତସିଂହପୁର-୭୯.୮୭ କେନ୍ଦ୍ରାପଡ଼ା-୮୦.୧୯ ଯାଜପୁର- ୭୩.୬୩ ଅନୁଗୁଳ-୭୫.୨୩ ଢେଙ୍କାନାଳ-୭୫.୮୬ ପୁରୀ-୮୬.୮୨ ଖୋର୍ଦ୍ଧା-୮୭.୨୮ ନୟାଗଡ଼-୮୬.୬୩ ବାଲେଶ୍ୱର-୮୩.୯୭ ଭଦ୍ରକ-୭୫.୭୬ କେନ୍ଦୁଝର-୭୬.୬୨ ମଭୂରଭଞ୍ଜ-୮୩.୭୮ ଗଜପତି-୭୫.୮୨ ଗଞ୍ଜାମ-୮୨ ବୌଦ୍ଧ-୭୮.୪୮ କନ୍ଧମାଳ-୮୬.୩୨ କଳାହାଣ୍ଡି-୭୦.୩୧ ନୂଆପଡ଼ା-୬୦.୧୮ ବରଗଡ଼-୮୯.୩୭ ସମ୍ବଲପୁର-୮୦.୪୭ ଦେବଗଡ଼-୮୦.୨୨ ଝାରସୁଗୁଡ଼ା-୭୭.୦୨ ବଲାଙ୍ଗିର-୭୨.୫୬ ସୁବର୍ଣ୍ଣପୁର-୭୩.୬୨ ସୁନ୍ଦରଗଡ଼-୮୫.୮୫ କୋରାପୁଟ-୭୧.୭୪ ମାଲକାନାଗିରି-୭୭.୦୭ ନବରଙ୍ଗପୁର-୭୭.୨୩ ରାୟଗଡ଼ା-୬୯.୬୦