ଗାଡି ଧକ୍କାରେ ବାପ ମୃତ, ପୁଅ ଗୁରୁତର

ଗାଡି ଧକ୍କାରେ ବାପ ମୃତ, ପୁଅ ଗୁରୁତର

ଗାଡି ଧକ୍କାରେ ବାପ ମୃତ, ପୁଅ ଗୁରୁତର
ଭୁବନେଶ୍ୱର: ଏକ ଅଜଣା ଗାଡି ଧକ୍କାରେ ବାପାର ମୃତ୍ୟୁ ହୋଇଥିବଳେ ପୁଅ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛି । ଆଚାର୍ଯ୍ୟବିହାର ଓଭରବ୍ରିଜ ନିକଟରେ ଏଭଳି ଏକ ଦୁର୍ଘଟଣା ଘଟିଛି । ବାପ ଓ ପୁଅ ସ୍କୁଟିରେ ଆସୁଥିବାବେଳେ ଧକ୍କା ଦେଲା ଏକ ଅଜଣା ଗାଡି । ଗାଡି ଧକ୍କାରେ ଓଭରବ୍ରିଜରୁ ୩୦ ଫୁଟ ତଳକୁ ଖସି ପଡିଥିଲେ ବାପ, ପୁଅ । ଘଟଣାସ୍ଥଳରେ ବାପର ମୃତ୍ୟୁ ହୋଇଥିଲା ।