ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର

ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର

ଗୁଣି ଗାରେଡି ସନ୍ଦେହରେ ଡବଲ ମର୍ଡର
ରାୟଗଡା: ଅମ୍ବାଦଳା ଥାନା ସୁକଲାଭଟା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୁଣି ଗାରେଡି ସନ୍ଦେହରେ ଦୁଇ ଜଣଙ୍କ ହତ୍ୟା କରାଯାଇଛି । ଜଙ୍ଗଲରେ ଜଣଙ୍କୁ ପ୍ରଥମେ ପିଟି ପିଟି ହତ୍ୟା କରାଗଲା । ବଡଭାଇକୁ ମାରିଥିବା ଅଭିଯୁକ୍ତକୁ ଗାଁ ଦାଣ୍ଡରେ ସାନ ଭାଇ ମାରି ଦେଇଛି । ଅଭିଯୁକ୍ତ ହତ୍ୟା କରିଥବା ସ୍ୱୀକାର କରିବା ପରେ ସାନ ଭାଇ ପ୍ରତିଶୋଧ ନେଇ ଗଲା । ଏହି ଘଟଣା ଯୋଗୁଁ ଗ୍ରାମରେ ଅସନ୍ତୋଷ ଖେଳି ଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ୍ କରୁଛି ।