ଘନ କୁହୁଡ଼ି ଢାଙ୍କିଲା, ବିମାନ ସେବା ପ୍ରଭାବିତ

ଘନ କୁହୁଡ଼ି ଢାଙ୍କିଲା, ବିମାନ ସେବା ପ୍ରଭାବିତ

ଘନ କୁହୁଡ଼ି ଢାଙ୍କିଲା, ବିମାନ ସେବା ପ୍ରଭାବିତ

ଭୁବନେଶ୍ବର: ରାଜଧାନୀରେ ଘନ କୁହୁଡ଼ି। ଘନ କୁହୁଡି ଯୋଗୁଁ ବାଧାପ୍ରାପ୍ତ ହୋଇଛି ବିମାନ ସେବା । ଆଜି ସକାଳ ସମୟରେ ଘନ କୁହୁଡି ଜାରି ରହିଥିବାରୁ ଭୁବନେଶ୍ବର ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। ସକାଳ ୯ଟା ପର୍ୟ୍ୟନ୍ତ କୌଣସି ବିମାନ ଚଳାଚଳ କରିନଥିଲା । ଦିଲ୍ଲୀରୁ ଭୁବନେଶ୍ୱର ଆସିବାକୁ ଥିବା ଇଣ୍ଡିଗୋ ବିମାନ ୬ର ୨୧୭୮ କୁ ରାୟପୁରରେ ଓହ୍ଲାଇଥିଲା।
ସକାଳ ୯ଟା ୨୭ରେ କଲିକତାରୁ ଭୁବନେଶ୍ୱରକୁ ପ୍ରଥମ ବିମାନ ଆସିଥିଲା ।