ଘରେ ମାଳ ମାଳ ନାଗ

ଘରେ ମାଳ ମାଳ ନାଗ

ଘରେ ମାଳ ମାଳ ନାଗ
ଯାଜପୁର: ଗୋଟିଏ ଘର ଭିତରୁ ମାଆ ନାଗ ସମେତ ୧୨ଟି ଛୁଆ ନାଗ ସାପ ଉଦ୍ଧାର ହୋଇଛି । ଦାନଗଦୀ ବ୍ଲକ୍ ମାନପୁର ବ୍ରିଜ ନିକଟରେ ଜଣଙ୍କ ଘରୁ ଉଦ୍ଧାର ହୋଇଛି । ବନବିଭାଗ ଠାରୁ ଖବର ପାଇ ଉଦ୍ଧାର କଲେ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ।