ଝାରସୁଗୁଡାରୁ ଉଡିବ ଆଉ ୨ ବିମାନ

ଝାରସୁଗୁଡାରୁ ଉଡିବ ଆଉ ୨ ବିମାନ

ଝାରସୁଗୁଡାରୁ ଉଡିବ ଆଉ ୨ ବିମାନ
ଭୁବନେଶ୍ୱର:ଆଂଚଳିକ ବିମାନ ଚଳାଚଳ ନେଇ ଲୋକସଭା ଭବନରେ ବୈଠକ ବସିଛି । ଝାରସୁଗୁାରୁ ଆଉ ୨ ନୂଆ ବିମାନ ଉଡାଣ ପାଇଁ ବୈଠକରେ ନିଷ୍ପତି ହୋଇଛି । ଝାରସୁଗୁଡାରୁ କୋଲକାତା ଓ ବେଙ୍ଗଲୁରରୁକୁ ବିମାନ ଉଡିବ । ବର୍ତମାନ ଝାରସୁଗୁଡାରୁ ୫ଟି ବିମାନ ଉଡାଣ କରୁଛି । ରାଉକେଲା ଏୟାରଷ୍ଟି୍ରପ ରନୱେ ଚଉଡା କରିବା ନେଇ ମଧ୍ୟ ନିଷ୍ପତି ହୋଇଛି । ଜୟପୁର ଏୟାରଷ୍ଟ୍ରିପ ଭିତିଭୂମି ପାଇଁ ୫୫ କୋଟି ଟଙ୍କା ଖର୍ଚ୍ଚ ହେବ ।