ଦେଶ ଭାସିଯାଉ ପଛେ

ଦେଶ ଭାସିଯାଉ ପଛେ

ଏତେ ଏତେ ସବୁ ମାଗଣା ଯଦି ବାଣ୍ଟିବା, ଆମେ ଆଣିବା କେଉଁଠୁ ?

ଆରେ ଭାଇ, ଆମେ ପକେଟରୁ ଦେଉଛେ କି ? ଜିତିଲେ ତାଙ୍କେ ଆଉ ଆମେ ମାଲାମାଲ । ଦେଶ ଚୁଲିକି ଯାଉ ନା