ଦେଶରେ ୬୩ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ୬୩ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ୬୩ ହଜାର ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ହଜାରରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୧୯୩୫୭ ଜଣ ସୁସ୍ଥ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୨୧୦୯ ଛୁଇଁଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏହା ପଛକୁ ରହିଛି ଗୁଜୁରାଟ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି । ଆଣ୍ଡାମାନ : ୩୩ ଆନ୍ଧ୍ରପ୍ରଦେଶ : ୧୯୩୦ ଅରୁଣାଚଳ ପ୍ରଦେଶ : ୧ ଆସାମ : ୬୩ ବିହାର : ୫୯୧ ଚଣ୍ଡୀଗଡ଼ : ୧୬୯ ଛତିଶଗଡ଼ : ୫୯ ଦିଲ୍ଲୀ : ୬୫୪୨ ଗୋଆ : ୭ ଗୁଜୁରାଟ : ୭୭୯୬ ହରିୟାଣା : ୬୭୫ ହିମାଚଳ ପ୍ରଦେଶ : ୫୦ ଜାମ୍ମୁକାଶ୍ମୀର : ୮୩୬ ଝାରଖଣ୍ଡ : ୧୫୬ କର୍ଣ୍ଣାଟକ : ୭୯୪ କେରଳ : ୫୦୫ ଲଦାଖ : ୪୨ ମଧ୍ୟପ୍ରଦେଶ : ୩୬୧୪ ମହାରାଷ୍ଟ୍ର : ୨୦୨୨୮ ମଣିପୁର : ୨ ମେଘାଳୟ : ୧୩ ମିଜୋରାମ : ୧ ଓଡ଼ିଶା : ୩୫୨ ରାଜସ୍ଥାନ : ୩୭୦୮ ପଞ୍ଜାବ : ୧୭୬୨ ତାମିଲନାଡ଼ୁ : ୬୫୩୫ ତେଲେଙ୍ଗାନା : ୧୧୬୩ ତ୍ରିପୁରା : ୧୩୪ ଉତରାଖଣ୍ଡ : ୬୭ ଉତରପ୍ରଦେଶ : ୩୩୭୩ ପଶ୍ଚିମବଙ୍ଗ : ୧୭୮୬