ଭାରତରେ ଦ୍ରୁତ ଗତିରେ ବଢିଚାଲିଛି କରୋନା, 62 ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା
ଭାରତରେ ଦ୍ରୁତ ଗତିରେ ବଢିଚାଲିଛି କରୋନା, 62 ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା
admin
May 10, 2020 - 06:28
Updated: May 10, 2020 - 06:28
ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 128 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି 3277ଟି ନୂତନ ମାମଲା ସାମ୍ନାକୁ ଆସିଛି ।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ସର୍ବମୋଟ ସଂକ୍ରମିତଙ୍କ ସଂଖ୍ୟା 62 ହଜାର 939ରେ ପହଞ୍ଚିଥିବାବେଳେ 2109ଜଣଙ୍କ ମୃତ୍ୟୁ ହୋଇଛି । 19 ହଜାର 358ଜଣ ସୁସ୍ଥ ହୋଇଛନ୍ତି ।
ଜାଣନ୍ତୁ କେଉଁ ରାଜ୍ୟରେ କେତେ ମୃତ୍ୟୁ ହୋଇଛି :-
ମହାରାଷ୍ଟ୍ର- 20 ହଜାରରୁ ଉର୍ଦ୍ଧ୍ବ ରହିଥିବାବେଳେ ମୃତ୍ୟୁ ସଂଖ୍ୟା 779ରେ ପହଞ୍ଚିଛି।
ଗୁଜୁରାଟ- 472
ଦିଲ୍ଲୀ- 68
ତାମିଲନାଡୁରେ-44
ରାଜସ୍ଥାନରେ -107
ମଧ୍ୟପ୍ରଦେଶ- 211
ଉତ୍ତରପ୍ରଦେଶରେ -74
ଆନ୍ଧ୍ରପ୍ରଦେଶରେ -44
ପଶ୍ଚିମବଙ୍ଗରେ- 171
ପଞ୍ଜାବରେ -31
ତେଲେଙ୍ଗାନାରେ -30
ଜମ୍ମୁକାଶ୍ମୀର- 9
କର୍ଣ୍ଣାଟକରେ -30
ହରିୟାଣାରେ- 9
ବିହାରରେ -5
କେରଳରେ- 4
ଓଡ଼ିଶାରେ- 3
ଚଣ୍ଡୀଗଡରେ -2
ଝାଡଖଣ୍ଡରେ -3
ଉତ୍ତରାଖଣ୍ଡରେ -1
ଆସାମରେ- 1
ହିମାଚଳ ପ୍ରଦେଶରେ 3ଜଣଙ୍କର ମୃତ୍ୟୁ ହୋଇଛି ।