ନକ୍ସଲଙ୍କ ବିସ୍ଫୋରକ ଭର୍ତି ବୋମା ନିଷ୍କ୍ରିୟ କଲେ ଯବାନ

ନକ୍ସଲଙ୍କ ବିସ୍ଫୋରକ ଭର୍ତି ବୋମା ନିଷ୍କ୍ରିୟ କଲେ ଯବାନ

ନକ୍ସଲଙ୍କ ବିସ୍ଫୋରକ ଭର୍ତି ବୋମା ନିଷ୍କ୍ରିୟ କଲେ ଯବାନ
ମାଲକାନଗିରି : ନକ୍ସଲଙ୍କ ବଡ଼ ଧରଣର ବିସ୍ଫୋରଣ ଯୋଜନା ପଣ୍ଡ। ବିପୁଳ ପରିମାଣର ବିସ୍ଫୋରକ ଭର୍ତି ବୋମା ନିଷ୍କ୍ରିୟ କଲେ ଯବାନ। ଝାରଖଣ୍ଡ ସିଙ୍ଘଭୂମା ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସୂଚନାଯୋଗ୍ୟ ଯେ, ନୂତନ ଭାବେ ନିର୍ମିତ ସଡକ ଦେଇ କୋମ୍ୱିଂ କରୁଥିଲେ ସିଆର୍‌ପିଏଫ୍ ଯବାନ। ହଠାତ୍ ମେଟାଲ ଡିଟେକ୍ତର୍ ସାହାଯ୍ୟରେ ଚିହ୍ନଟ କରିଥିଲେ ୪୦ କିଲୋର ଆଇଇଡି। ଯବାନ ମାନେ ଏହାକୁ ନିଷ୍କ୍ରିୟ ମଧ୍ୟ କରିଛନ୍ତି। ଏହା ମାଓବାଦୀମାନେ ଖଞ୍ଜିଥିବା କୁହାଯାଉଛି। ନିଷ୍କ୍ରିୟ ବେଳେ ବିସ୍ଫୋରଣର ପ୍ରଭାବ ଏତେ ଥିଲା ଯେକୌଣସି ଗାଡ଼ିକୁ ସମ୍ପୂର୍ଣ ଖଣ୍ଡ ଖଣ୍ଡ କରିପାରିଥାନ୍ତା।