ନବୀନ ଓଢଣୀ ଫିଙ୍ଗିଦେଲେ ଲୋ ଓଡ଼ିଶା ଦୋହଲିଗଲା...

ନବୀନ ଓଢଣୀ ଫିଙ୍ଗିଦେଲେ ଲୋ ଓଡ଼ିଶା ଦୋହଲିଗଲା...

ଜାଭିୟର ଇନଷ୍ଟିଚୁ୍ୟଟ ଇନାଗୁରେସନ୍ ସେରିମନିରେ ନବୀନ ପଟ୍ଟନାୟକ ମୁଖ୍ୟ ଅତୀଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ତାଙ୍କୁ ସର୍ମ୍ବଦ୍ଧନା ଦିଆଯାଇଥିଲା । ଉତରିୟକୁ ତାଙ୍କ ପିଏସୋ ନେଇନଥିବାରୁ ସେ ରାଗିକି ଉତରିୟକୁ ଫିଙ୍ଗିଦେବାର ଦେଖିବାକୁ ମିଳିଥିଲା । ତା ସହିତ ତାଙ୍କ ଆଖିର ଠାଣିକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ ।