ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭିନ୍ନକ୍ଷମ ଯୁବକ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭିନ୍ନକ୍ଷମ ଯୁବକ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭିନ୍ନକ୍ଷମ ଯୁବକ ଗିରଫ
ସୋର : ବାଲେଶ୍ବର ଜିଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଭିନ୍ନକ୍ଷମ ଯୁବକ ଗିରଫ ହୋଇଥିବା ଜଣାପଡିଛି। ନାବାଳିକା(୧୩) ଜଣଙ୍କ ବଜାରକୁ ଔଷଧ ପାଇଁ ଯାଇଥିବା ବେଳେ ଭିନ୍ନକ୍ଷମ ଯୁବକ ଜଣକ ତାଙ୍କୁ ଘରକୁ ଟେକିନେଇଥିଲା। ନାବାଳିକାର ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଧରି ଥାନାରେ ଦେଇଥିଲେ।