ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର

ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର

ଶନିବାର ସୁଦ୍ଧା ଫେରିପାରେ କଳ୍ପନାଙ୍କ ମରଶରୀର
ଭୁବନେଶ୍ୱର: ଦ୍ୱିତୀୟ ଥର ଏଭେରେଷ୍ଟ ଆରୋହଣ କରିବାର କିଛି ଘଂଟା ପରେ ପ୍ରାଣ ହରାଇଥିବା ରାଜ୍ୟର ସର୍ବପ୍ରଥମ ଏଭେରେଷ୍ଟର କଳ୍ପନା ଦାଶଙ୍କ ପାର୍ଥିବ ଶରୀରକୁ ମଙ୍ଗଳବାର ଉଦ୍ଧାରକାରୀ ସେର୍ପା ଦଳ ଠାବ କରିଛନ୍ତି । ବାଲେକୋନି ଅଂଚଳରୁ ଆଣି ଏବେ ତାଙ୍କ ପାର୍ଥିବ ଶରୀରକୁ କ୍ୟାମ୍ପ-୪ରେ ରଖାଯାଇଛି । ଓଡିଶା ପହଁଚିବାକୁ ଆଉ ଦୁଇ –ତିନି ଦିନ ଲାଗିବ ବୋଲି ସୂଚନା ମିଳିଛି ।