ଆଇଏସଏସଏଫ ବିଶ୍ୱକପ: ସୌରଭଙ୍କୁ ସ୍ୱର୍ଣ୍ଣ

ଆଇଏସଏସଏଫ ବିଶ୍ୱକପ: ସୌରଭଙ୍କୁ ସ୍ୱର୍ଣ୍ଣ

ଆଇଏସଏସଏଫ ବିଶ୍ୱକପ: ସୌରଭଙ୍କୁ ସ୍ୱର୍ଣ୍ଣ
ମୁନିଚ: ରାହି ସର୍ନୋବତଙ୍କ ପରେ ଅନ୍ୟତମ ଭାରତୀୟ ବନ୍ଧୁକଚାଳକ ସୌରଭ ଚୌଧୁରୀ ଜର୍ମାନିର ମୁ୍ୟନିକରେ ଚାଲିଥିବା ଆଇଏସଏସଏଫ ତୃତୀୟ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ୧୭ ବର୍ଷ ବୟସ୍କ ବନ୍ଧୁକଚାଳକ ୧୦ ମିନିଟ ଏୟାର ପିସ୍ତଲ ଇଭେଂଟରେ ହିଁ ନିଜ ବିଶ୍ୱ କୀର୍ତିମାନଙ୍କୁ ଭାଙ୍ଗି ଦେଇଛନ୍ତି । ତାଙ୍କର ବିଶ୍ୱ କୀର୍ତିମାନ ୨୪୫ ଥିଲା ବେଳେ ଏଠାରେ ୧୪୬.୩ ପଏଂଟ ପାଇ ନୂଆ ବିଶ୍ୱ କୀର୍ତିମାନ ସହ ସ୍ୱର୍ଣ୍ଣ ପଦକ କବଜା କରିଛନ୍ତି । ଏହା ମଧ୍ୟ ଚଳିତ ବିଶ୍ୱକପରେ ଭାରତ ପାଇଁ ତୃତୀୟ ସ୍ୱର୍ଣ୍ଣ ପଦକ ଥିଲା ।ରାହି ଓ ସୌରଭଙ୍କ ପୂର୍ବରୁ ରବିବାର ଅପୂର୍ବୀ ଚାନ୍ଦିଲା ମଧ୍ୟ ସ୍ୱର୍ଣ୍ଣ ଜିଣିଥିଲେ । ଏହା ପୂର୍ବରୁ ରବିବାର ଅପୂର୍ବୀ ଚାନ୍ଦିଲା ମଧ୍ୟ ସ୍ୱର୍ଣ୍ଣ ପଦକ ଥିଲା ରାହି ଓ ସୌରଭଙ୍କ ପୂର୍ବରୁ ରବିବାର ଅପୂର୍ବୀ ଚାନ୍ଦିଲା ମଧ୍ୟ ସ୍ୱର୍ଣ୍ଣ ଜିଣିଥିଲେ । ଏହା ପୂର୍ବରୁ ସୌରଭ ମଧ୍ୟ ମନୁ ଭାକେରଙ୍କୁ ସାଥୀ କରି ଗତ ବେଜିଂ ବିଶ୍ୱକପରେ ମିଶ୍ରିତ ଦଳଗତ ସ୍ୱର୍ଣ୍ଣ ଜିତିଥିଲେ । ପୁଣି ଉଭୟ ସୌରଭ ଓ ମନୁଙ୍କର ଏହା ବିଶ୍ୱକପରେ କ୍ରମାଗତ ସ୍ୱର୍ଣ୍ଣ । ଦୁହେଁ ଚଳିତ ବର୍ଷ ଫେବୃଆରିରେ ନୂଆଦିଲ୍ଲୀ ସଂସ୍କରଣଷର ସମାନ ଇଭେଂଟରେ ବି ସ୍ୱର୍ଣ୍ଣ ଜିତିଥିଲେ ।