ପଦ ଛାଡିଲେ କପିଲ ଦେବ

ପଦ ଛାଡିଲେ କପିଲ ଦେବ

ପଦ ଛାଡିଲେ କପିଲ ଦେବ
ନୂଆଦିଲ୍ଲୀ: ଇସ୍ତଫା ଦେଇଛନ୍ତି କପିଲ ଦେବ । ବିସିସିଆଇର ସିଏସି ମୁଖ୍ୟ ପଦରୁ କପିଲ ଦେବ ଇସ୍ତଫା ଦେଇଛନ୍ତି । କ୍ରିକେଟ ଆଡଭାଇଜରି କମିଟି(ସିଏସି)ର ମୁଖ୍ୟ ପଦ ଛାଡ଼ିଛନ୍ତି କପିଲ ଦେବ । ଏନେଇ ସେ ଏକ ଇମେଲ ଜରିଆରେ ନିଜର ଇସ୍ତଫାପତ୍ରକୁ ସିଏସିକୁ ପଠାଇ ଦେଇଛନ୍ତି । ତେବେ ଇସ୍ତଫା ଦେବାର କାରଣ ସମ୍ପର୍କରେ କପିଲ ଦେବ ଉକ୍ତ ଇସ୍ତଫା ପତ୍ରରେ ଉଲ୍ଲେଖ କରିନାହାନ୍ତି । ନିକଟରେ ସିଏସି ସଦସ୍ୟମାନଙ୍କୁ ବିସିସିଆଇର ଏଥିକ୍ସ କମିଟି ପକ୍ଷରୁ ନୋଟିସ କରାଯାଇଥିଲା ।