ପରିବାରବର୍ଗ ସହ ଷ୍ଟୁଡିଓରେ ଗୀତ ଗାଇଲେ ବିଗ ବି

ପରିବାରବର୍ଗ ସହ ଷ୍ଟୁଡିଓରେ ଗୀତ ଗାଇଲେ ବିଗ ବି

ପରିବାରବର୍ଗ ସହ ଷ୍ଟୁଡିଓରେ ଗୀତ ଗାଇଲେ ବିଗ ବି
ନୂଆ ଦିଲ୍ଲୀ : ବିଗ ବି ଅମିତାଭ ବଚ୍ଚନ ପରିବାରବର୍ଗ ସହ ଷ୍ଟୁଡିଓରେ ଏକ ଗୀତ ରେକର୍ଡି କରିଛନ୍ତି । ଏନେଇ ଟ୍ୱିଟରରେ ନିଜେ ଅମିତାଭ ଉଲ୍ଲେଖ କରିଛନ୍ତି ଓ ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ସେ ଟ୍ୱିଟ କରିଛନ୍ତି, ଉସôବ ଆରମ୍ଭ ହେଲାମାତ୍ର କେଉଁ କଥାକୁ ନେଇ, ଏହା କେବଳ ଆଉ ଗୋଟିଏ ଦିନ ଏବଂ ଆଉ ଗୋଟେ ବର୍ଷର ଆରମ୍ଭ । ତେଣୁ ଭଲ ହେବ ପରିବାର ସହିତ ଗୀତ ତିଆରି କରିବା । ସେହିଭଳି ଅମିତାଭଙ୍କ ନାତୁଣୀ ଆରାଧ୍ୟା ମଧ୍ୟ ଗୀତକୁ ନେଇ ଉସôାହିତ ଥିବା ଅମିତାଭ ଉଲ୍ଲେଖ କରିଛନ୍ତି । ଷ୍ଟୁଡିଓରେ ଅମିତାଭଙ୍କ ସହ ପତ୍ନୀ ଜୟା, ପୁଅ ଅଭିଷେକ, ବୋହୁ ଐଶର୍ଯ୍ୟା, ନାତୁଣୀ ଆରାଧ୍ୟା ଉପସ୍ଥିତ ଥିଲେ ।