ପୁଣି ୧୨୦୦ କୋଟିର ବ୍ୟାଙ୍କ ଜାଲିଆତି

ପୁଣି ୧୨୦୦ କୋଟିର ବ୍ୟାଙ୍କ ଜାଲିଆତି

ପୁଣି ୧୨୦୦ କୋଟିର ବ୍ୟାଙ୍କ ଜାଲିଆତି
ନୂଆଦିଲ୍ଲୀ: ପଦାକୁ ଆସିଛି ପୁଣି ଏକ ବଡ଼ ଧରଣର ବ୍ୟାଙ୍କ ଜାଲିଆତି । ଦିଲ୍ଲୀ ଭିତ୍ତିକ ଏକ କୃଷିଜାତ ଉପôାଦ ସାମଗ୍ରୀ ରପ୍ତାନୀକାରୀ କମ୍ପାନୀ ଆମିରା ପିୟୋ ଫୁଡସ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ଓ ଏହାର ନିଦେ୍ର୍ଧଶକଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏ ନେଇ ଦୁର୍ନୀତି ଓ ଠକେଇ ମାମଲା ରୁଜୁ ହୋଇଛି । କମ୍ପାନୀର ପ୍ରତିଷ୍ଠାତା ଓ ନିଦେ୍ର୍ଧଶକମାନେ ୧୨ଟି ବ୍ୟାଙ୍କକୁ ୧୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୂନ ଲଗାଇଛନ୍ତି । ତେବେ ଅଭିଯୁକ୍ତ ପ୍ରତିଷ୍ଠାତା ଓ ନିଦେ୍ର୍ଧଶକମାନଙ୍କର କୌଣସି ପତ୍ତା ମିଳୁନାହିଁ । ତେଣୁ ସେମାନେ ଦେଶ ଛାଡ଼ି ବିଦେଶ ପଳାଇଥିବା ସନେ୍ଦହ କରାଯାଉଛି । ସିବିଆଇ ପକ୍ଷରୁ ଚଢ଼ଉ କରାଯାଇଛି । ଅପରାଧୀଙ୍କୁ ଖୋଜି ବାହାର କରିବା ପାଇଁ ସିବିଆଇ ପକ୍ଷରୁ ପଦକ୍ଷେପ ନିଆଯାଉଛି ।