ଟାଟାଷ୍ଟିଲକୁ ଡୁନ ଆଣ୍ଡ ବ୍ରାଣ୍ଡଷ୍ଟ୍ରିଟ ପୁରଷ୍କାର

ଟାଟାଷ୍ଟିଲକୁ ଡୁନ ଆଣ୍ଡ ବ୍ରାଣ୍ଡଷ୍ଟ୍ରିଟ ପୁରଷ୍କାର

ଟାଟାଷ୍ଟିଲକୁ ଡୁନ ଆଣ୍ଡ ବ୍ରାଣ୍ଡଷ୍ଟ୍ରିଟ ପୁରଷ୍କାର
ଭୁବନେଶ୍ୱର: ଲଗାତର ପଚଂମ ଥର ପାଇଁ ଟାଟାଷ୍ଟିଲ ପାଇଛି ସମ୍ମାନଜନକ ଡୁନ ଆଣ୍ଡ ବ୍ରାଣ୍ଡଷ୍ଟ୍ରିଟ କର୍ପୋରେଟ ପୁରଷ୍କାର । କର୍ପୋରେଟ ସାମାଜିକ ଦାୟିତ୍ୱବୋଧ(ସିଏସଆର) ବର୍ଗର କଂପାନୀ ଏହି ପୁରଷ୍କାର ମିଳିଛି । ମୁମ୍ବାଇଠାରେ ଆୟୋଜିତ ଉତ୍ସବରେ ଟାଟା ଷ୍ଟିଲ ଉପସଭାପତି (କର୍ପୋରେଟ ସେବା) ଚାଣକ୍ୟ ଚୌଧୁରୀ ଏହି ପୁରଷ୍କାର ଗ୍ରହଣ କରିଛନ୍ତି । ଶ୍ରୀ ଚୌଧୁରୀ କହିଛନ୍ତି କର୍ପୋରେଟ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ଆମର ଉଦ୍ୟମକୁ ଡୁନ ଆଣ୍ଡ ବ୍ରାଣ୍ଡଷ୍ଟ୍ରିଟ ପକ୍ଷରୁ ସ୍ୱୀକୃତି ମିଳିଥିବାରୁ ଆମେ କୃତଜ୍ଞ ।