ପୂର୍ବତନ ପୋଲିସ ଡିଜିପି ଜନ୍ ନାୟକଙ୍କର ପରଲୋକ

ପୂର୍ବତନ ପୋଲିସ ଡିଜିପି ଜନ୍ ନାୟକଙ୍କର ପରଲୋକ

ଭୁବନେଶ୍ୱର() ପୂର୍ବତନ ପୋଲିସ ଡିଜିପି ଜନ୍ ନାୟକଙ୍କର ପରଲୋକ ଘଟିଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଥିବା ଡିଜିପି ସୂଚନା ଦେଇଛନ୍ତି । ତେବେ କରୋନା ସଂକ୍ରମଣରେ ଥିବା ଜନ୍ ନାୟକ ୧୯୬୫ ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ । ସ୍ୱର୍ଗତ ନାୟକଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଡିଜିପି ଅଭୟ ।