ପ୍ରଦେଶ କଂଗ୍ରେସ କିମିଟିର ସମ୍ପାଦକ ହେଲେ ହରେକୃଷ୍ଣ ସାହୁ

ପ୍ରଦେଶ କଂଗ୍ରେସ କିମିଟିର ସମ୍ପାଦକ ହେଲେ ହରେକୃଷ୍ଣ ସାହୁ

ପ୍ରଦେଶ କଂଗ୍ରେସ କିମିଟିର ସମ୍ପାଦକ ହେଲେ ହରେକୃଷ୍ଣ ସାହୁ
କୋରାଇ : କୋରାଇର ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁଙ୍କୁ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ନିଯୁକ୍ତି ମିଳିଛି । ଚଳିତ ନିର୍ବାଚନରେ କୋରାଇ ବିଧାନସଭା ପାଇଁ ହରେକୃଷ୍ଣ ସାହୁ ପ୍ରାର୍ଥି ଦାବିଦାର ଥିଲେ । କୋରାଇରୁ ବନ୍ଦିତା ପରିଡ଼ାଙ୍କୁ ପ୍ରାର୍ଥି କରାଯାଇଥିବାବେଳେ ହରେକୃଷ୍ଣଙ୍କୁ ରାଜ୍ୟ ସମ୍ପାଦକ ଭାବେ ଘୋଷଣା କରାଯାଇଛି । ସମ୍ପାଦକ ନିଯୁକ୍ତି ଖବର ପାଇବା ପରେ ଶ୍ରୀ ସାହୁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।