ଫେରିଲା କାଳିଆ ଟଙ୍କା ।

ଫେରିଲା କାଳିଆ ଟଙ୍କା ।

ଫେରିଲା କାଳିଆ ଟଙ୍କା ।
ୟେସ୍ ବ୍ୟାଙ୍କରୁ ଫେରିଲା କାଳିଆ ଟଙ୍କା । ଇ-ଟ୍ରାନ୍ସପର ମାଧ୍ୟମରେ ୩୯୭.୨୩ କୋଟି ଟଙ୍କା ଫେରିଲା । ୩୮୯କୋଟି ମୂଳଜମା ସହ ୮କୋଟି ୨୩ ଲକ୍ଷର ସୁଧ ଟଙ୍କା ଫେରିଲା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସ୍ବିଆଇ ଆକାଉଂଟକୁ ଫେରିଲା । ଏନେଇ ୟେସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟେଦେବ ଦାସ ସୂଚନା ଦେଇଛନ୍ତି । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଲେ ଜୟଦେବ ଦାସ । ଅବଶିଷ୍ଟ ୧୬୫ କୋଟଇ ଟଙ୍କା ମାର୍ଚ୍ଚ ୩୦ ମାଚୁ୍ୟରିଟି ପରେ ଫେରିବ ।