ବଜାରକୁ ଆସିଲା ଚୋପା ସହ ଖାଇହେଇପାରିବା କଦଳୀ

ବଜାରକୁ ଆସିଲା ଚୋପା ସହ ଖାଇହେଇପାରିବା କଦଳୀ

ବଜାରକୁ ଆସିଲା ଚୋପା ସହ ଖାଇହେଇପାରିବା କଦଳୀ
ଜାପାନରେ କୃଷି ବିଜ୍ଞାନୀମାନେ ଏକ ପ୍ରକାରର କଦଳୀ ବିକଶିତ କରିଛନ୍ତି, ଯାହାକୁ ଚୋପା ସହ ଖାଇହେବ । ଏହାକୁ ‘ମୋନ୍ଜି’ ଭାବେ ନାମିତ କରାଯାଇଛି । ଏହା ଆକାରରେ ସାଧାରଣ କଦଳୀଠାରୁ ଛୋଟ । ଏତେଟା ସ୍ୱାଦିଷ୍ଟ ନୁହେଁ । ତେବେ, ଚୋପା ସହ ଖାଇହେବ । ଏହା ପୁଷ୍ଟିକର । ଏହି କଦଳୀ ଗଛରେ, ଚାରି ମାସ ମଧ୍ୟରେ ଫଳ ପାଚିଯାଉଛି । ଜାପାନ ସମେତ ବହୁ ଦେଶରେ ଏହାର ବିକି୍ର ଚାଲିଛି ।