ବନବିଭାଗର ମୃଗ ଚିନ୍ତା

ବନବିଭାଗର ମୃଗ ଚିନ୍ତା

ବନବିଭାଗର ମୃଗ ଚିନ୍ତା
ଆସ୍କା: ବାଲୁଖଣ୍ଡ ଏବଂ ଆସ୍କା ହରିଣଙ୍କ ପାଇଁ ବନ ବିଭାଗର ବ୍ୟବସ୍ଥା କରାଯାଉଛି । ଯାହାକି ବିଧସ୍ତ ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣଙ୍କ ପାଇଁ ଛାମୁଡିଆ ହେବ । ବର୍ଷା ଦିନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ଜଙ୍ଗଲ ଜଳାଶୟ ପୂରଣ ହେବ । ହରିଣଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ବାଲୁଖଣ୍ଡରେ ଡ୍ରେନ ଅପରେସନ ଆରମ୍ଭ କରାଯିବ । ଆସ୍କାର କୃଷ୍ଣସାର ମୃଗଙ୍କ ପାଇଁ ୫୦ ଏକର ଜାଗା କିଣିବ ବନବିଭାଗ । ସେଥିରେ ୫୦ ଏକର ଜାଗାରେ ମୃଗଙ୍କ ପାଇଁ ଖାଦ୍ୟ ଫସଲ କରାଯିବ । ପ୍ରଥମେ ଏକ ଏକର ଜମିରେ ପାଇଲଟ ପ୍ରେଜେକ୍ଟ ଆରମ୍ଭ କରାଯିବ । ଚିଫ ୱାଇଲଡ ଲାଇଫ ୱାର୍ଡେନ ଅଜୟ ମହାପାତ୍ରଙ୍କ ସୂଚନା ଦେଇଛନ୍ତି ।