ବନ୍ଧୁକ ମୁନରେ ଟଙ୍କା, ଗହଣା ଲୁଟ୍

ବନ୍ଧୁକ ମୁନରେ ଟଙ୍କା, ଗହଣା ଲୁଟ୍

ବନ୍ଧୁକ ମୁନରେ ଟଙ୍କା, ଗହଣା ଲୁଟ୍
ଖୋର୍ଦ୍ଧା: ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟବସାୟୀଙ୍କ ଠାରୁ ଲୁଟ ଅଭିଯୋଗ । ୨ଜଣ ଦୁବୃର୍ତ ବାଇକରେ ଆସି ସୁନା ଗହଣା ଓ ଟଙ୍କା ଲୁଟ କରିଥିବା ଅଭିଯୋଗ କରିଛନ୍ତି ଜଣେ ବ୍ୟବସାୟୀ । ବ୍ୟବସାୟୀ ଜଣଙ୍କ ଦୋକାନକୁ ଯାଉଥିବାବେଳେ ଜଙ୍କିଆ ଥାନା କମାଗୁର ରାସ୍ତାରେ ଲୁଟ ହୋଇଥିବା କହିଛନ୍ତି । ଜଙ୍କିଆ ଥାନା ପୋଲିସ ଏହାର ତଦନ୍ତ କରୁଛି ।